ସୁଡଙ୍ଗର ଉଦ୍ଧାର କାର୍ଯ୍ୟରେ ମୁଖ୍ୟ ଭୂମିକା ବହନ କରିଥିବା ଆର୍ନୋଲ୍ଡ ଡିକ୍ସଙ୍କ ମତରେ ସୁଡଙ୍ଗ ବାହାରେ ଥିବା ଅସ୍ଥାୟୀ ମନ୍ଦିରର ଦେବତାଙ୍କ ଆଶୀର୍ବାଦ ଯୋଗୁଁ ହିଁ ଏହି ଉଦ୍ଧାରକାର୍ଯ୍ୟ ସଫଳ ହୋଇପ
ରିଛି । ଏଣୁ ଭଗବାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ତାଙ୍କୁ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବାକୁ ହେବ । ଜଣେ ବିଦେଶୀ ଅଷ୍ଟ୍ରେଲିଆ ନାଗରିକଙ୍କ ଏପରି ଈଶ୍ୱର ବିଶ୍ୱାସ ବାସ୍ତବରେ ସମସ୍ତଙ୍କୁ ଚକିତ କରିଛି ।
Flip Book Link:
https://demo.rastradeep.com/flip.aspx?fid=205