Latest News

ସୁଡଙ୍ଗର ସୁରକ୍ଷା ଯାଞ୍ଚ ହେବ

ରାଷ୍ଟ୍ରଦୀପ 11/12/2023ମୁଖ୍ୟ ପ୍ରସଙ୍ଗ

 ସିଲକୟାରା ସୁଡଙ୍ଗରେ ଫସିଥିବା ୪୧ଜଣ ଶ୍ରମିକଙ୍କୁ ବଞ୍ଚାଇ ଅଣାଯାଇଥିବା ଘଟଣାରେ ମୁଁ ଅତ୍ୟନ୍ତ ଖୁସି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ନେତୃତ୍ୱରେ ସବୁ ଏଜେନ୍ସୀ ଦିନରାତି କାମ କରିଛନ୍ତି

ମୁଁ ସେ ସମସ୍ତଙ୍କୁ ବିଶେଷକରି ଶ୍ରମିକଙ୍କୁ ଧନ୍ୟବାଦ ଜଣାଉଛି । ବର୍ତ୍ତମାନ ସୁଡଙ୍ଗର ସୁରକ୍ଷା ଯାଞ୍ଚ କରାଯିବ ।

ନୀତିନ ଗଡକରୀ
କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ

Flip Book Link: https://demo.rastradeep.com/flip.aspx?fid=205

Related Post