Latest News

ପ୍ରଥମ ସ୍ୱୟଂଚାଳିତ ଉଡ଼ନ୍ତା ଟ୍ୟାକ୍ସି

ରାଷ୍ଟ୍ରଦୀପ 15/01/2024ବିଶ୍ୱ ବାତାୟନ

 ୨୦୨୩ ଜନ୍ ମାସ ୮ତାରିଖଷର ଇସ୍ରାଏଳ୍ ସ୍ୱୟଂ ସଂଚାଳିତ ଏକ ଉଡ଼ନ୍ତା ଟ୍ୟାକ୍ସି ପ୍ରସ୍ତୁତ କରିପାରିଛି । ଏହା ସହଜରେ ଲୋକଙ୍କ ଜିନିଷପତ୍ର ବୋହିବାଠାରୁ ଆରମ୍ଭ କରି ଅନ୍ୟ ଦ୍ରବ୍ୟ ପରିବହନ କରି ଟ୍ରାଫିକ୍‌ରେ ଦେଖାଯାଉଥିବା ଭିଡ଼ରୁ ଲୋକଙ୍କୁ ରକ୍ଷା କରିପାରିବ । ଫ୍ରାନ୍ସ

ରେ ମଧ୍ୟ ଏଭଳି ଏକ ଉଡ଼ନ୍ତା ଟ୍ୟାକ୍ସି ନିର୍ମାଣ କାର୍ଯ୍ୟ ସରିଛି । ଯାହାକୁ ୨୦୨୪ଗ୍ରୀଷ୍ମ ଉତ୍ସବରେ ପ୍ୟରିସ୍‌କୁ ଆସୁଥିବା ପ୍ରାୟ ଅତିଥିଙ୍କ ଯୋଗାଯୋଗ ଓ ବିଭିନ୍ନ ସ୍ଥାନକୁ କାଯ୍ୟରେୂ ବ୍ୟବହାର କରାଯିବ । ଏହା ବ୍ୟାଟେରୀ ଦ୍ୱାରା ସଂଚାଳିତ ହେଉଛି ବିପଦର ସମ୍ଭାବନା କମ୍ ।

Flip Book Link: https://demo.rastradeep.com/flip.aspx?fid=209

Related Post