Latest News

ମିଳିଲା ନୂତନ ପ୍ରଜାତି ଡାଇନୋସର୍ ଜୀବାଶ୍ମ

ରାଷ୍ଟ୍ରଦୀପ 15/01/2024ବିଶ୍ୱ ବାତାୟନ

 ୨୦୨୩ ସେପ୍ଟେମ୍ବର ମାସ ୭ତାରିଖୋର ପୃଥିବୀପୃଷ୍ଠର ପୁରାତନ ବିଶାଳ ଜୀବ ଡାଇନୋସରର ଏକ ନୂଆ ପ୍ରଜାତିର ଜୀବାଶ୍ମ ଇଜିପ୍ଟର ମିଡ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱବିତ୍‌ମାନେ ଆବି

ଷ୍କାର କରିଛନ୍ତି । ଏହାର ବିଶାଳକାୟ ଲମ୍ବା ବେକ ହିଁ ପ୍ରମୁଖ ଚରିତ୍ର । ଏହି ବିଶାଳ ଜୀବଟି ତୃଣଭୋଜୀ । ହେଲେ ଉଲ୍ଲେଖନୀୟ ବିଷୟ ହେଉଛି ଏହାର ଆକାର ହାତୀ ଉଚ୍ଚତାର । ଏହାର ନାମ ଇଗାଇ ସେମକୁହୁ ।

Flip Book Link: https://demo.rastradeep.com/flip.aspx?fid=209

Related Post