Latest News

ଦୁନିଆର ସବୁଠୁ ମହଙ୍ଗା ଚା’

ରାଷ୍ଟ୍ରଦୀପ 22/01/2024ବିଶ୍ୱ ବାତାୟନ

 ସାଧାରଣତଃ ରାସ୍ତାକଡରେ ଚା’ କପ୍‌ର ମୂଲ୍ୟ ୫ଟଙ୍କାରୁ ୧୦ଟଙ୍କା ମଧ୍ୟରେ ହୋଇଥାଏ କିନ୍ତୁ ସେଇ ସାମାନ ଚା’ ପାଞ୍ଚ ତାରକା ହୋଟେଲରେ ପିଇଲେ ଏହାର ମୂଲ୍ୟ ୫୦୦ରୁ ୧୦୦୦ଟଙ୍କା ହୋଇଥାଏ । ତେବେ ବଜାରରେ ଏମିତି ଏକ ଚା’ ଉପଲବ୍ଧ, ଯାହା ପିଇବାକୁ ହେଲେ କୋଟି କୋଟି ଟଙ୍କା ଦେବାକୁ ପଡିଥାଏ । ଏହାକୁ ଦୁନିଆରେ ସବୁଠାରୁ ମହଘା ଚା’ ବୋଲି କୁହାଯାଇଛି । ଏହି ଚା’

ାଇନାରେ ପ୍ରସ୍ତୁତ । ଏହାର ମୂଲ୍ୟ ୧ମିଲିୟନ ଡଲାରରୁ ଅଧିକ ‘ଡା ହଙ୍ଗ ପାଓ’ ଏହି ଚା’ର ନାମ । ୨୦୦୨ରେ ମାତ୍ର ୨୦ଗ୍ରାମ ଚା’ର ମୂଲ୍ୟ ୧୮୦,୦୦୦ ୟୁଆନ ବା ପ୍ରାୟ ୨୮,୦୦୦ଡଲାର ଥିଲା । ଚା’ ସ୍ୱତନ୍ତ୍ର ହୋଇଥିବାରୁ ମାଓ ୧୯୭୨ରେ ଚାଇନା ଗ୍ରସ୍ତ ସମୟରେ ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ରିଚାର୍ଡ ନିକ୍ସନଙ୍କ ଏହି ଚା’ର ୨୦୦ଗ୍ରାମ ପ୍ୟାକେଟ ଉପହାର ଦେଇଥିଲେ ।

Flip Book Link: https://demo.rastradeep.com/flip.aspx?fid=210

Related Post