Latest News

ସାରାବିଶ୍ୱରୁ ଜିଜିଆ କର ଆଦାୟ

ରାଷ୍ଟ୍ରଦୀପ 01/01/2024ମୁଖ୍ୟ ପ୍ରସଙ୍ଗ

 

 
ଏଡ୍ରୋଟ ମାର୍କେଟ ରିସର୍ଚ୍ଚର ଗୋଟିଏ ଅଧ୍ୟୟନରୁ କୁହାଯାଇଛି ଯେ ବୈଶ୍ୱିକ ସ୍ତରରେ ହଲାଲ୍ ବଜାର ଆକାର ୨୦୧୭ରେ ୪.୫୪ ଖରବ ଡଲାର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା; ଯାହା ଜର୍ମାନୀ, ଭାରତ ଓ ବ୍ରିଟେନ ଭଳି ଦେଶର ବର୍ତ୍ତମାନ ଜିଡିପିରୁ ଅଧିକ ଓ ୨୦୨୫ ପର୍ଯ୍ୟନ୍ତ ଏହା ୯.୭୧ ଖରବ ଡଲାର ଯାଏଁ ପହଞ୍ଚିବାର ଆଶା କରାଯାଏ । ସ୍ୱୀକାର କରାଯାଏ ଯେ ଭାରତରେ ହଲାଲ୍ ୨୫୦ ଅରବ ଅର୍ଥ ବ୍ୟବସ୍ଥାର ଅଛି । ଏହା ଏପରି ଏକ ପଦ୍ଧତି, ଯାହାଦ୍ୱାରା ମୁସଲମାନ ବିଶେଷ ଭାବେ ହିନ୍ଦୁଙ୍କ ଠାରୁ ଅର୍ଥବ୍ୟବସ୍ଥା ଓ ଚାକିରି ଛଡାଇ ନିଅନ୍ତି । ସରଳ ଶବ୍ଦରେ ଏହା ଆର୍ଥିକ ରଙ୍ଗଭେଦ । ଥମସନ୍ ରାଇଟର୍ସ ଓ ଦୀନାରା ଷ୍ଟାଣ୍ଡାର୍ଡର ‘ଷ୍ଟେଟ୍ ଅଫ୍ ଦି ଗ୍ଲୋବାଲ ଇସଲାମିକ ଇକୋନୋମୀ’ ରିପୋର୍ଟ ୨୦୧୮-୧୯ ଅନୁସାରେ ୨୦୧୭ରେ ବୈଶ୍ୱିକ ହଲାଲ୍ ଅର୍ଥ ବ୍ୟବସ୍ଥା ୨.୧ ଖରବ ଡଲାରର ଥିଲା । କାରଣ ବିଶ୍ୱର ପ୍ରାୟ ୧.୮ ଖରବ ମୁସଲମାନ ହଲାଲ ଉତ୍ପାଦକୁ ଆପଣାଉଥିଲେ । ହଲାଲ ଉତ୍ପାଦ ମଧ୍ୟରେ ସବୁଠ

ରୁ ବଡ ଶ୍ରେଣୀ ହଲାଲ ଖାଦ୍ୟ ଓ ପେୟର । ଯାହା ଉପରେ ବିଶ୍ୱର ଉପଭୋକ୍ତାମାନେ ୧.୩ ଖବର ଡଲାର ଖର୍ଚ୍ଚ କରନ୍ତି । ଏହା ବ୍ୟତୀତ ହଲାଲ କପଡ଼ାର ବଜାର ୨୭୦ ଅରବ ଡଲାର, ହଲାଲ ମିଡ଼ିଆ ଓ ମନୋରଞ୍ଜନ ୨୦୯ ଅରବ ଡଲାର ହଲାଲ ଯାତ୍ରା ୧୭୭ ଅରବ ଡଲାର, ହଲାଲ ଫାର୍ମାସ୍ୟିଟିକାଲସ୍ ୮୭ ଅରବ ଡଲାର ଓ ହଲାଲ ସୌନ୍ଦର୍ଯ୍ୟ ପ୍ରସାଧନର ବଜାର ୬୧ ଅରବ ଡଲାରର ଅଟେ । ଆଜି ହୋଟେଲ ଉଦ୍ୟୋଗ ଉପରେ ସଚେତନ ନାଗରିକଙ୍କ ନିମିତ୍ତ ହଲାଲ ବାତାବରଣ ସୃଷ୍ଟି କରୁଛନ୍ତି । ଯେମିତି ଲଣ୍ଡନରେ ଅନେକ ହୋଟେଲର ଅତିଥି ପ୍ରକୋଷ୍ଠର ମିନି ବାରକୁ ହଟାଯିବା ବା ସେଠାରୁ ମଦ୍ୟ ହଟାଯିବା, ହୋଟେଲରେ ନମାଜ ପାଇଁ ସ୍ୱତନ୍ତ୍ର ମ୍ୟାଟ୍ ବିଛାଇ ଦିଆଯିବା, ହୋଟେଲର ରେଷ୍ଟ୍ରୋରାଣ୍ଟରେ ହଲାଲ୍ ପ୍ରମାଣିତ ଭୋଜନ ପ୍ରସ୍ତୁତ ହେବା । ଏହାପରେ ଧୀରେ ଧୀରେ ଏହି ଶୃଙ୍ଖଳା ଆଗକୁ ଯାଇ ହୋଟେଲ ଦ୍ୱାରା ଯୋଗାଇ ଦିଆଯାଉଥିବା ଟ୍ୟାକ୍ସି ଆଦିରେ ଲାଗୁ ହୋଇଯାଏ । ଏଣୁ କହିବାକୁ ହେବ ଯେ ମୋଗଲ ସମୟର ଜିଜିଆ କର ସଦୃଶ ହଲାଲ୍ ଆଜି ସମଗ୍ର ବିଶ୍ୱକୁ କବଳିତ କରି ରଖିଛି ।

Flip Book Link: https://demo.rastradeep.com/flip.aspx?fid=207

Related Post