Latest News

ଓଜେଏସ ପରୀକ୍ଷାରେ ରାଜ୍ୟରେ ସୁଶ୍ରୀତା ମିଶ୍ର ଟପ୍ପର

ରାଷ୍ଟ୍ରଦୀପ 08/01/2024ସମାଚାର ବିବିଧା

 ଓଜେ ପରୀକ୍ଷାରେ ସାରା ରାଜ୍ୟର ଟପ୍ପର ହୋଇଛନ୍ତି ଯାଜପୁର ଜିଲ୍ଲାର ସୁଶ୍ରୀତା ମିଶ୍ର । ସେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଶ୍ରୀନାଥ ମିଶ୍ରଙ୍କ ଝିଅ । ସୁଶ୍ରୀତା ଭୁବେନେଶ୍ୱର ଡ଼ିଏଭିରୁ ଯୁକ୍ତ ଦୁଇ ବିଜ୍ଞାନ ପାସ କରିବା ପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଏଜଏସ ପରୀକ

ଷା ଦେଇ ଏଭଳି ଏକ ସଫଳତା ପାଇଛନ୍ତି । ଏହି ପରୀକ୍ଷାରେ ମୋଟ ୫୫ ଜଣ କୃତିକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୩୯ ଜଣ ଝିଅ, ପ୍ରଥମ ୧୦ଟି ସ୍ଥାନରେ ୮ଜଣ ଅଛନ୍ତି ଝିଅ । ସୁଶ୍ରୀତାଙ୍କ ଏହି ସଫଳତା ପରେ ତାଙ୍କୁ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Flip Book Link: https://demo.rastradeep.com/flip.aspx?fid=208

Related Post