Latest News

ଆରୋଗ୍ୟ ଭବନ, ଓଲଟପୁର ଠାରେ ରକ୍ତଦାନ ଶିବିର

ରାଷ୍ଟ୍ରଦୀପ 22/01/2024ସମାଚାର ବିବିଧା

 ଶୁକ୍ରବାର ଦିନ ଆରୋଗ୍ୟ ଭବନ, ଓଲଟପୁର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଡାକ୍ତର ଆଶୁତୋଷ ବିଶ୍ୱାସ (ନିର୍ଦ୍ଧେଶକ ଏମ୍‌ସ ଭୁବନେଶ୍ୱର), ସମ୍ମାନିତ ଅତିଥି ଡାକ୍ତର ପତିତପାବନ ମହାନ୍ତି (ନିର୍ଦେଶକଏସ୍‌.ଭି ନିତରାର, ଓଲଟପୁର) ମୁଖ୍ୟବକ୍ତା ଶ୍ରୀ ଦୀପକ କୁମାର ରାଉତ (ସେବା ପ୍ରମୁଖ, ଓଡିଶା ପଶ୍ଚିମ, ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ) ଶ୍ରୀଯୁକ୍ତ ଅଚ୍ୟୁତ ପାଣିଗ୍ରାହୀଙ୍କ (ସମ୍

ପାଦକ,ଉତ୍କଳ ବିପନ୍ନ ସହାୟତା ସମିତି, ଭୁବନେଶ୍ୱର) ଅଧ୍ୟାକ୍ଷତାରେ ଶିବିରର ଉଦ୍‌ଘାଟନ ହୋଇଯାଇଅଛି । ଏହି ଶିବିରକୁ ଅନୁଷ୍ଠାନର ସଂଯୋଜକ ପରିଚୟ ପ୍ରଦାନ କରିବା ସହିତ ପ୍ରାନ୍ତୀୟସ୍ତର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉସ୍‌ôାହିତ କରିଥିଲେ । ଏହି ଶିବିରକୁ ନିୀରତାରର ଛାତ୍ର, ଛାତ୍ରୀ ଏବଂ ଅଞ୍ଚଳର ବହୁତ ଯୁବକ, ଯୁବତୀ ଯୋଗଦାନ କରିବା ସହିତ ରେଡକ୍ରସକୁ ୭୦ ୟୁନିଟ ରକ୍ତ ପ୍ରଦାନ କରାଯାଇଥିଲା ।

Flip Book Link: https://demo.rastradeep.com/flip.aspx?fid=210

Related Post